ଡିନାମାଇଟ୍ ଲଗାଇ ନଦୀବନ୍ଧ ଉଡାଇ ଦେବା ଘଟଣାକୁ ନେଇ ବଢିଲା ଅଡୁଆ । ଏହି ଘଟଣାରେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କର ମାମୁଁ ନରେନ୍ ଜେନାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରା । ଗୋଟିଏ ପଟେ କୋତପୁରର ବୁଦ୍ଧଲିଙ୍ଗ-ରମ୍ଭାପୁର ରାସ୍ତାରେ ହୋଇଥିବା ଘାଇ ମନୁଷ୍ୟକୃତ ବୋଲି ଜିଲ୍ଲାପାଳ ସ୍ୱୀକାର କରିଥିବା ବେଳେ ସର୍ବେଶ୍ୱରଙ୍କ ଅଭିଯୋଗ ଏବେ ଘଟଣାକୁ ନୂଆମୋଡ ଦେଇଛି......
#ArgusNews #Jajpur #Dharmasala #Nadibandha