ଭାରୀ ଯାନ ଚଳାଚଳକୁ ନେଇ ବିରୋଧ । ରାଉରକେଲା କଂଗ୍ରେସ ପକ୍ଷରୁ ରାସ୍ତା ରୋକ । ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତବ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ରାସ୍ତା ରୋକ କରାଯାଇଛି....
#ArgusNews #Odisha #Sundargarh #Rourkela #Road_Close
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app