କୋଷ୍ଟାଲ ହାଇୱେ ନିର୍ମାଣକୁ ନେଇ ପୁଣି ବିଜେଡି ଉଠାଇଲା ପ୍ରଶ୍ନ....ଗତ 8 ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ଉତ୍ତରକୁ ନେଇ ପୁଣି କେନ୍ଦ୍ରକୁ ଟାର୍ଗେଟ କରିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଆଉ କହିଲେ କେନ୍ଦ୍ର ସରକାର ଓଡିଶାର ସ୍ୱାର୍ଥ ସହ ଖେଳୁଛନ୍ତି...
#ArgusNews #Odisha #Coastal_Highway #BJP