ରାଜ୍ୟ ସରକାରଙ୍କ ଓବିସି କାର୍ଡର ମୁଖା ଖୋଲିଲେ ଧର୍ମେନ୍ଦ୍ରଙ୍କ । ଲୋକଙ୍କ ଅଧିକାର ପାଇଁ ନୁହେଁ ବରଂ ରାଜନୀତି କରୁଛନ୍ତି ଓଡ଼ିଶା ସରକାର । କେନ୍ଦ୍ର ଲାଗୁ କରିଥିବା ସଂରକ୍ଷଣକୁ ରାଜ୍ୟ ଲାଗୁ କରୁନି । ଓଡ଼ିଶାରେ ପଛୁଆବର୍ଗକୁ ମିଳିପାରୁନି ସାମ୍ବିଧାନିକ ଅଧିକାର । କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ସୁରେଶ କୁମାର ରାଉତରାୟ । ସେପଟେ ଜବାବ ରଖିଛି ବିଜେଡି...
#ArgusNews #Odisha #OBC #Union_Minister Dharmendra Pradhan #Congress