ରାସ୍ତା ନୁହେଁ ନାଳ ନର୍ଦ୍ଦମାର ପୋଖରୀ
ଦେଖନ୍ତୁ ଏ ଦୃଶ୍ୟକୁ..... ଏ କୌଣସି ଗାଁର ଦୃଶ୍ୟ ନୁହେଁ । ଏ ହେଉଛି ଖଡ଼ିଆଳ ସହର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ୱର୍ 9 ଧୋବାପଡ଼ାର ଦୃଶ୍ୟ । ରାସ୍ତାରେ ବର୍ଷ ତମାମ ଲହଡୀ ମାରୁଛି ଡ୍ରେନ ପାଣି । ସହର ମଝିରୁ ଡ୍ରେନ ପାଣି ଆସି ଏହି ରାସ୍ତାରେ ଶେଷ ହୁଏ । ଡ୍ରେନ ପାଣି ନିଷ୍କାସନ ପାଇଁ କୌଣସି ରାସ୍ତା ନ ଥିବାରୁ ପାଣି ଜମି ଦୁର୍ଗନ୍ଧରେ ଫାଟି ପଡ଼ୁଛି ପୂରା ଅଞ୍ଚଳ । ପ୍ରତିଦିନ ଏହି ନାଳ ନର୍ଦ୍ଦମା ପାଣିରେ ପାର ହୋଇ ରୋଗାଗ୍ରସ୍ତ ହେଉଛନ୍ତି ଲୋକେ......
#ArgusNews #Odisha #Nuapada #Road_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app