ବାଲେଶ୍ୱର ଜିଲ୍ଲା ଖଇରା ସେବାସମବାୟ ସମିତିରେ ଧାନ କିଣାରେ ଅନିୟମିତତାକୁ ନେଇ ଚାଷୀଙ୍କ ଅଭିଯୋଗ।ଅଭିଯୋଗ ଅନୁଯାଇ ଖଇରା ବ୍ଲକ ଅଧିନ ସରଖିଆ ଗ୍ରାମର ଲମ୍ବୋଦର ନାୟକ ନାମକ ଚାଷୀ ନିଜର ଧାନ ବିକ୍ରି କରିବା ପାଈଁ ଖଇରା ସେବା ସମବାୟ ସମିତିକୁ ଆସିଥିଲେ...
#ArgusNews #Odisha #Balasore #Chasi_Samasya #Kisan_Problem