#କେମିତି_ବଂଚିବେ_କଳାକାର
ଲକଡାଉନ ଦୁଃଖରୁ ବଳିଗଲା ସରକାରୀ ଚିଠିର ଦୁଃଖ... ସରକାର ଘୋଷଣା କୁ ଅପେକ୍ଷା...ହୋଇପାରିବନି ଫିଲ୍ମ ସୁଟିଂ...ରାଜ୍ୟରେ କୋରନା ମହାମାରୀ ବୃଦ୍ଧି ପାଉଥିବାରୁ ସମସ୍ତ ଇନଡୋର ଆଊଟଡୋର ସୁଟିଂକୁ ବନ୍ଦ କରାଯାଇଛି...
#ArgusNews #ArgusTv #ArgusNewsTv #Odisha #Shooting_Closed