ଭୁବନେଶ୍ୱର ଇନଫୋସିଟି ରୋଡରେ ଥିବା ଏକ ବାରକୁ ସିଲ୍ କରିଛି କମିଶନରେଟ୍ ପୋଲିସ । ବାରରେ ଜଣଙ୍କ ଜନ୍ମଦିନ ପାଳନ ହେଉଥିଲା ବେଳେ କୋଭିଡ ଗାଇଡଲାଇନ୍ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିବା ଦେଖାଯାଇଥିଲା ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews#Bhubaneswar #Infocity #BirthdayCelebration #Covid