ସମଗ୍ର ରାଜ୍ୟ ଏବଂ ଦେଶରେ କରୋନାର ସ୍ଥିତି ଏବେ ସାଂଘାତିକ । ସେଥିପାଇଁ ବିଭିନ୍ନ ରାଜ୍ୟରେ ଲୋକ୍ଡାଉନ୍,ସଟ୍ଡାଉନ୍ ଓ ନାଇଟ୍ କରଫ୍ୟୁ ଭଳି କଟକଣା ଲାଗୁ କରାଯାଇଛି । ହେଲେ ଆଜିବି ଏସବୁର କିଛି ଫରକ୍ ପଡୁନାହିଁ କିଛି ଅମାନିଆ,ଅସାମାଜିକ ଓ ବିବେକହିନ ଲୋକଙ୍କର...
#ArgusNews #Odisha #lockdown #lockdown_Violence #Football_Match #Mayurbhanja