ଚୋର ଧରିବା ବେଳେ ମହାଭାରତ । ସାଦା ପୋଷାକରେ ଯାଇଥିବା ପୋଲିସକୁ ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ଏପରିକି ପୋଲିସ ଗାଡି ଉପରେ ଟେକା ମାଡ଼ କରିଛନ୍ତି । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ 10ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫଦାରି ବଢିବା ଆଶଙ୍କାରେ ଏବେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି.....
#ArgusNews #Odisha #Angul #Choro #Police