ଗତକାଲି ରାଜ୍ୟରେ ସୁରୁଖୁରୁରେ ହୋଇଛି ଟିକା ଦାନ
ଗତକାଲି ୬୦ ବର୍ଷରୁ ଉର୍ଦ୍ଧ ୨୦,୯୫୨ ଜଣଙ୍କର ଟିକା ଦାନ ହୋଇଛି । ୪୫ରୁ ୫୯ ବର୍ଷ ଏକାଧିକ ରୋଗରେ ପୀଡିତ ଥିବା ୭୭୪ ଜଣ ଟିକା ନେଇଛନ୍ତି । ଗତକାଲି ମୋଟ ୨୧୭୨୬ ଜଣଙ୍କର ଟିକାଦାନ ହୋଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବିଜୟ ପାଣିଗ୍ରାହୀ.....
#ArgusNews #Odisha #Bhubaneswar #Corona_Vaccine #BijayPanigrahi