ଜଟିଳ ହେଉଛି ମାହାଙ୍ଗା ହତ୍ୟାର ଗୋଲକଧନ୍ଦା । ପୋଲିସର ନିରବତା ପଛରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଅଭିଯୋଗ । ପ୍ରତାପଙ୍କୁ ଖସାଇବାକୁ ପ୍ରଫୁଲ ଡେଥ୍ ମିଷ୍ଟ୍ରୀରେ ଦିନରେ ଡିବିରି ଦେଖାଉଛି ପୋଲିସ । ନା କଲ୍ ରେକର୍ଡ ଓ ଲୋକେସନ ଯାଞ୍ଚ କରୁଛି ନା ଦେଖାଉଛି ତତ୍ପରତା । ମହାଙ୍ଗାରେ ରାଜନୈତିକ ମୃତ୍ୟୁଜାଲ ନେଲାଣି 5 ମୁଣ୍ଡ । କିନ୍ତୁ ପୋଲିସ-ପ୍ରତାପଙ୍କ ନିରପେକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ ...
#ArgusNews #Odisha #Mahanga #PratapJena
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app