ନୂତନ ତହସିଲ କାର୍ଯ୍ୟାଳୟ କାମରେ ଆସୁନାହି । ୫ ବର୍ଷ ହେଲା ଉଦଘାଟନ ହୋଇ ଗୋଦାମ ଘର ପାଲଟିଛି । କୋଟି କୋଟି ଟଙ୍କାର କାର୍ଯ୍ୟାଳୟ ଗୃହର ଏବେ ଝରକା କାଚ ଓ କବାଟ ଭାଙ୍ଗିଗଲାଣି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ବଲପୁର ସହରବାସୀ ......
#ArgusNews #ArgusOdia #Sambalpur #TahasilOffice
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍