#ରାଜସ୍ୱ_ଲୁଟିବାକୁ_ଛାଡିଦେଇଛି_ରାଜସ୍ୱ_ବିଭାଗ
#ବିବାଦରେ_ଧର୍ମଶାଳା_ତହସିଲଦାର_ପ୍ରଶାନ୍ତ_ସାମନ୍ତରାୟ.....
ବର୍ଷକରେ ପାଖାପାଖି 200 କୋଟି ଟଙ୍କାର ରାଜସ୍ୱରେ ଚୂନ ଲଗାଉଛନ୍ତି ମାଫିଆ....ଆଉ ସବୁ ଦେଖି ନଦେଖିଲା ଭଳି ରହୁଛନ୍ତି ତହସିଲଦାର । ଧର୍ମଶାଳା ତହସିଲ ଅଫିସରେ ଚାଲିଛି ଏମିତି କାର୍ଯ୍ୟ । ଆଉ ସ୍ଥାନୀୟ ତହସିଲଦାର ନିଜର ସ୍ୱାର୍ଥ ପାଇଁ ଭୁଲିଯାଇଛନ୍ତି ସବୁକିଛି । ଆଉ ଧର୍ମଶାଳାରେ ପ୍ରଶାସନ, ରାଜନେତା ଓ ମାଫିଆଙ୍କର ତ୍ରିକୋଣୀୟ ମେଳି ହୋଇଥିବାର ସଙ୍ଗୀନ ଅଭିଯୋଗ....
#ArgusNews #Odisha #Jajpur #Dharmashala #Tehsil #Loot