ବୈତରଣୀ ନଦୀରେ ଆସିଥିବା ବନ୍ୟାଜଳ ଏବେ କମିବାରେ ଲାଗିଛି । କିନ୍ତୁ ବଢିଯାଇଛି ଲୋକଙ୍କ ଦୁର୍ଦ୍ଧଶା ।ମୁଖ୍ୟତଃ ଧାମନଗର, ଭଣ୍ଡାରିପୋଖରୀ, ତିହିଡି, ଚାନ୍ଦବାଲିର ତଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ।ଲୋକ ମାନଙ୍କର ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେବା ସହ ବାସ ଗୃହ ମଧ୍ୟ ଭାଙ୍ଗି ଯାଇଛି....
#ArgusNews #Bhadrak #Flood