ବିକ୍ରୀ ହେଇଛି ରାସନକାର୍ଡ । ରାସନକାର୍ଡ ବିକୁଛନ୍ତି ଡିଲର । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ । କେବଳ ରାସନକାର୍ଡ ବିକ୍ରୀ ହେଉନାହିଁ ବରଂ ଯେଉଁ ପରିବାରର ରାସନକାର୍ଡ଼ ଅଛି ସେମାନଙ୍କ ରାସନସାମଗ୍ରୀକୁ ମନଇଚ୍ଛା ଲୁଟ କରୁଛନ୍ତି ଡିଲର ....
#TheArgus #Jajpur #Dharmasala #RationCard_Sale