ହଳଦିଆରେ ଟିଏମସିକୁ ହମଲା । ଜନସଭାରେ ମମତାଙ୍କୁ ମୋଦିଙ୍କ ଟାର୍ଗେଟ୍ ।ଦିଦିଙ୍କ ଜିଦ୍ ଯୋଗୁଁ ପଛରେ ପଶ୍ଚିମବଙ୍ଗ ।ବହୁତ ହେଲା ଏବେ ବେଙ୍ଗଲ ଚାହୁଁଛି ପରିବର୍ତ୍ତନ ।ଅବ୍ କି ବାର୍ ପଶ୍ଚିମ ବଙ୍ଗରେ ମୋଦି ସରକାର । ସୋନାର ବାଙ୍ଗଲା ସଂକଳ୍ପ ସହ ବେଙ୍ଗଲବାସୀଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଟିଏମସିର ଅରାଜକତା ଯୋଗୁଁ ବିକାଶରେ ପଛରେ ପଡ଼ିଯାଇଛି ବେଙ୍ଗଲ ...
#ArgusNews #westbengal #NarendraModi #MamataBanerjee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app