ମନ ମୋହୁଛି ଭଦ୍ରକ ଜିଲ୍ଲାର ସୀତକୁଣ୍ଡ ।... କାଉପୁର ଅଞ୍ଚଳରେ ଥିବା ଏହି ସ୍ଥାନ ବଣଜଙ୍ଗଲ ଭରା । ମଧ୍ୟଭାଗରେ କୁଳୁକୁଳୁ ରାବ ଦେଇ ବହିଯାଉଛି ସାଳନ୍ଦୀ ନଦୀ । ଏହି ଜାଗା ଦୁଇଟି ଯୁଗର ମିଳନ ରହିଥିବା ଜଣାଯାଏ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବଙ୍କ ବନବାସ କାଳରେ ଏଠାରେ ସେମାନେ ଅବସ୍ଥାନ କରିଥିବା ଲୋକକଥାରୁ ଜଣାଯାଏ । ସ୍ଥାନୀୟ ଅଞ୍ଚଳରେ ଥିବା ଭୀମଚୂଲି, ଭୀମଗଦା, ଆଣ୍ଠୁଆ ପୋଖରୀ ସେ ଯୁଗର ସଂକେତ ଦିଏ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତ ରଖିଛନ୍ତି ...
#Argus #OdishaNews #Bhadrak #sitakunda
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app