#ଚିର_ନିଦ୍ରାରେ_ମନୋଜ_ଦାସ
ମଣ୍ଟୁ ଙ୍କୁ ଝୁରୁଛି ଗାଁ ମାଟି ଶଙ୍ଖାରି ...ସାହିତ୍ୟକ, କଥାକାର, ଗାଳ୍ପିକ, ଔପନ୍ୟାସିକ ସବୁଥିରେ ଏକ ବିଶାଳ ବର ଗଛ ଥିଲେ ସେ । ସରସ୍ଵତୀ ସମ୍ମାନ ଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ଯାଏ ଏମିତି ଅନେକ ସମ୍ମାନ ସେ ପାଇଛନ୍ତି...
#ArgusNews #Odisha #Baleswar #Jaleswar #Padmashree #Manojdas #PassesAway