ମା ବାରଭୁଜାଙ୍କ ପୀଠରେ ଗତକାଲି ଠାରୁ ଆରମ୍ଭ ହୋଇଛି ପବିତ୍ର ଖଣ୍ଡଗିରି କୁମ୍ଭମେଳା । ଧ୍ୱନି ପ୍ରଜ୍ଵଳିତ ସହ ଆରମ୍ଭ ହୋଇଥିବା ଏହି ମେଳା ଦୀର୍ଘ ୯ଦିନ ଧରି ଚାଲିବ । ହୋମଯଜ୍ଞ ସାଙ୍ଗକୁ ହେବ ଗୀତା, ଭାଗବତ ଓ ଚଣ୍ଡିପାଠ... ମେଳାରେ ଏକାଠି ହୋଇଛନ୍ତି ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ ...
#ArgusNews #Bhubaneswar #Khandagiri #Mela
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app