କଟକ ଜିଲ୍ଲା ନିଆଳିର ତାମ୍ପଡ଼ା ମଣ୍ଡିରୁ ଉଠୁନି ଧାନ। ଚାଷୀମାନେ ଏକ ସପ୍ତାହ ହେବ ଶୀତ କାକରରେ ରାତି ଅନିଦ୍ରା ହୋଇ ଧାନ ମଣ୍ଡି ଜଗି ବସିଥିବା ବେଳେ ନା ଆସୁଛନ୍ତି ମିଲର ନା କୌଣସି ପ୍ରଶାସନିକ ଅଧିକାରୀ। ତାମ୍ପଡ଼ାରେ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ଜିଲ୍ଲାପାଳଙ୍କୁ ଜଣାଇବା ପରେ ବି ଫଳ ଶୂନ ....
#ArgusNews #Cuttack #PaddyIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app