କୋଡ଼ିଏ ବର୍ଷ ପରେ ଉଦଘାଟିତ ହେବାକୁ ଯାଉଛି ନୂଆପଡାର ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ଏବେ ବି ସରିନି ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ । ଅନେକ ପରିବାର ନିଜର ଭିଟାମାଟି ହରାଇ ସର୍ବସ୍ବାନ୍ତ ହୋଇଥିବା ବେଳେ ସେମାନଙ୍କୁ ମିଳିନି ସରକାରୀ ସହାୟତା ...
#ArgusNews #Nuapada #GovtYojanFailed #Odisha