ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥଖଳାରେ କୋଭିଡ୍ କଟକଣା ଓ ଲକଡାଉନ୍ କଟକଣା ସତ୍ୱେ ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ l ପୂର୍ବ ନିଷ୍ପତି ଅନୁଯାୟୀ ସମ୍ପୂର୍ଣ କୋଭିଡ କଟକଣା ପାଳନ କରି ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ୱକର୍ମା ମହାରଣା...
#ArgusNews #Odisha #ArgusTV #NewsChannel #Satelite #Puri #Ratha_Work #Covid_Guideline