ବଢୁଥିବା କୋଭିଡ ସଂକ୍ରମଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଗୋଟିଏ ଦିନରେ 146 ପଜିଟିଭ ସହ କେବଳ ଭୁବନେଶ୍ୱରରୁ 45 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ 867କୁ ବୃଦ୍ଧି ପାଇଛି । ତେଣୁ ପୁଣିଥରେ ଗାଁ ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେପଟେ ବର୍ତ୍ତମାନର କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା....
#ArgusNews #Odisha #Bhubaneswar #Corona #XIMB