ବଦଳୁଛି ଫ୍ୟାଶନ ଟ୍ରେଣ୍ଡ ... ତା ସହ ବଦଳୁଛି ଲୋକଙ୍କର ଚାହିଦା। ଲୋକମାନେ ଏବେ ରେଡିମେଡ ପରିବର୍ତ୍ତେ ଆପଣାଉଛନ୍ତି ଖଦିରେ ତିଆରି ଡ୍ରେସ, ଶାଢ଼ୀ ଭଳି ସାମଗ୍ରୀ । ଆଉ ଲୋକଙ୍କ ଚାହିଦାକୁ ବି ଦୃଷ୍ଟି ରଖି କାରିଗରମାନେ ବି ପ୍ରସ୍ତୁତ କରୁଛନ୍ତି ଭିନ୍ନ ଭିନ୍ନ ଡିଜାଇନର ଡ୍ରେସ ....
#ArgusNews #Odisha #khadi #STYLE
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app