ଅପରାଧୀଙ୍କ କବଜାରେ ଇସପାତ ନଗରୀ ରାଉରକେଲା । ସହରରେ ଗୋଟେ ପରେ ଘଟୁଛି ଲୁଟ, ହତ୍ୟା, ଚୋରି, ଡକାୟତି ଭଳି ଘଟଣା। ସବୁରି ପଛରେ ରହିଛି ବଡ଼ ବଡ଼ ଅପରାଧିକଙ୍କ ହାତ। ସହରର ଛାତି ଉପରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ। ମଙ୍ଗଳବାର ରାତି ଅଧରେ ବସେରା ହୋଟେଲ ମାଲିକଙ୍କୁ ଘର ଭିତରେ ପଶି ହତ୍ୟା କରିଛନ୍ତି ଦୁଇ ଦୁର୍ବୁର୍ତ୍ତ ...
#ArgusNews #Rourkela #murders
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app