କ୍ୟାମେରା କଏଦ ହେଲା ମୃତ୍ୟୁର ଲାଇଭ ଦୃଶ୍ୟ । ଝରଣାରେ ଗାଧୋଇବା ସମୟରେ ପଥରରେ ପିଟି ହୋଇ ଯୁବକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବେହେରାଗୁଡା ୱାର୍ଟରଫଲରେ ଘଟିଛି ଅଭାବନୀୟ ଘଟଣା । ମୃତ୍ୟୁ ସମୟର ଲାଇଭ ଭିଡିଓ କ୍ୟାମେରାରେ କଏଦ ହୋଇଛି ....
#ArgusNews #LiveDeath #Death #Malkangiri
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app