ଖୋର୍ଦ୍ଧା ବେଆଇନ ପଥର ଖନନ ଓ ଚୋରା ଚାଲାଣ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କୁ ନେଇ ଉଠିଲା ପ୍ରଶ୍ନ । ପ୍ରାୟ ଦେଢ଼ ବର୍ଷ ପରେ ମଦ୍ର ମାମଲାର ଅଗ୍ରମତି ହେଉନଥିବା ବେଳେ ଏଥିରେ ସଂପୃକ୍ତ ଥିବା ତତ୍କାଳୀନ ଖୋର୍ଦ୍ଧା ଆଇଆଇସି ବିକ୍ରମଜେନା ଓ ତହସିଲଦାରଙ୍କ ବିରୋଧରେ ମାମଲା ଆଗକୁ ବଢ଼ୁନାହିଁ । ଏଭଳି ସ୍ଥିତିରେ ଘଟଣାକୁ ଚାପି ଦିଆଯିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ବାସିନ୍ଦା.....
#ArgusNews #Odisha #Khordha #Mines #IIC