ଆସନ୍ତା 5 ଦିନ ରାଜ୍ୟରେ ବଢିବନି ତାପମାତ୍ରା । କିଛି ସ୍ଥାନରେ ଘନ କୁହୁଡା ହେବା ସମ୍ଭାବନା ରହିଛି । ଏଥିପାଇଁ 7ଟି ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ତେବେ 3 ଦିନ ହେଲା 40 ଡିଗ୍ରୀ ଉପରେ ରହୁଥିବା ରାଜଧାନୀରେ ତାପମାତ୍ରା କମିବାରେ ଲାଗିଛି । ସେପଟେ 38.6 ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି.....
#ArgusNews #Odisha #Weather