ସ୍କୁଲ ପିଲାଙ୍କ ଜୀବନ ସହ ଖେଳ । ମଧ୍ୟାହ୍ନ ଭୋଜନ ନାଁରେ ଦିଆଯାଉଛି ବିଷ । ପିଲାଙ୍କୁ ଦିଆଯାଉଥିବା ଚାଉଳରେ ପୋକ ସାଲୁବାଲୁ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜଡିଦା ପଂଚାୟତରୁ ଦେଖିବା ଏହି ରିପୋର୍ଟ..
#ArgusNews #Odisha #Balasore #Midday_Meal
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app