ଆଜି ଆଗତ ହେବ 2021-22 ଆର୍ଥିକ ବର୍ଷର ରାଜ୍ୟ ବଜେଟ
ଆଜି ବିଧାନସଭାରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ୨୦୨୦-୨୧ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ହୋଇଛି ବର୍ଷ ୨୦୨୦ ର ଅର୍ଥନୀତି । ତେଣୁ ଏହି ବଜେଟି କିଭଳି ହେବ, ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି.......
#ArgusNews #Odisha #Bhubaneswar #Budget
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app