ନୟାଗଡ଼ରେ ମାଓବାଦୀ ଆକ୍ରମଣ ଘଟଣାକୁ ଆଜି ପୁରିଲା 13 ବର୍ଷ l 2008 ମସିହା ଆଜିର ଦିନରେ ଥାନା ଉପରେ ଆକ୍ରମଣ କରିଥିଲେ ମାଓବାଦି । ହେଲେ ଏଯାଏ ସେ କାଳରାତ୍ରିର କଥାକୁ ଭୁଲି ନାହାନ୍ତି ମାଓବାଦୀଙ୍କ ଗୁଳିର ଶିକାର ହୋଇ ଭିନ୍ନକ୍ଷମ ପାଲଟିଯାଇଥିବା ମହିଳା କନେଷ୍ଠବଳ ପ୍ରତିମା ରାଉତ l ଶୁଣନ୍ତୁ ସେ କାଳରାତି ଘଟଣା କିଭଳି ଥିଲା ....
#ArgusNews #Odisha #Nayagarh #MaobadiAttack
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app