ଥାନା ସାରା ସବୁଜିମା
ଅତୀତର ଅସଜଡ଼ା ଥାନା ଗାର୍ଡେନ ଏବେ ସଜେଇ ହୋଇଯାଇଛି । ପରିତ୍ୟକ୍ତ ପଡିଆ ଜମିକୁ ଫେରିଛି ସବୁଜିମା । ଜଣେ ଥାନା ଅଧିକାରୀଙ୍କ ପ୍ରୟାସ ଓ କର୍ମଚାରୀଙ୍କ ସହଯୋଗ ବଦଳରେ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ପରିସର ଏବେ ପ୍ରମୋଦ ଉଦ୍ୟାନ ର ଭ୍ରମ ସୃଷ୍ଟି କରିଛି । ଏହି ପରିବେଶ ପୋଲିସ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ରେ ବି ଆଣିଛି ପରିବର୍ତନ.....
#ArgusNews #Odisha #Jajpur #Police_Station #Garden
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app