ମନ୍ଦିରରେ ଅର୍ପିତ ଫୁଲ ବାସୀ ହୋଇଗଲେ ତାହା ପାଲଟିଯାଏ ଅଲୋଡା...କିନ୍ତୁ ଏବେ ଏହି ଫୁଲରୁ ଧୂପକାଠି ତିଆରି କରିବା ବାଣିଜ୍ୟ ଛାତ୍ର ଶିବା ପାତ୍ରଙ୍କୁ ଜୀବିକାର ରାହା ଦେଇଛି...ୟୁଟ୍ୟୁବରୁ ଶିଖି ବାସି ଫୁଲର ସୌରଭ ବାଣ୍ଟୁଛନ୍ତି ଗଞ୍ଜାମ ପୋଡିଙ୍ଗ ଗାଁର ଏହି ଉତ୍ସାହ ଯୁବକ....
#ArgusNews #Odisha #Ganjam #Flower #Agarabati