ସମ୍ବଲପୁର ଜଙ୍ଗଲ ଜମିରେ ବେଦାନ୍ତର ରାଜ । ଶହ ଶହ ହେକ୍ଟର ଜଙ୍ଗଲ ଜମିରେ ଆସପଣ୍ତ୍ ଯୋଗୁଁ ନଷ୍ଟ ହେଉଛି ଗଛ । ଆଖ ପାଖ ଗାଁ ମାନଙ୍କରେ ଚାଷ ଠପ୍ । ଆସପଣ୍ତ ବିରୋଧରେ ଯିଏ ସ୍ଵରଉତ୍ତୋଳନ କରୁଛନ୍ତି ତାଙ୍କୁ ମରଣାନ୍ତ୍ରକ ଆକ୍ରମଣ କରୁଛନ୍ତି...
#ArgusNews #Odisha #Sambalpur #Vedanta #Forest #SaveForest