ମୟୁରଭଞ୍ଜ ବାରିପଦାରେ କାର୍ଯ୍ୟରତ ଥିବା ଏ ଏନ୍ ଏମ୍ ସ୍ବାସ୍ଥ୍ୟ କର୍ମୀଙ୍କ ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି । ତେବେ ପ୍ରଥମ ଦିବସରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଡିଏମ ଓ ଆସି ୭ ଦିନ ଭିତରେ ବକେୟା ଥିବା ୩ମାସର ଦରମା ଦରମା ଦେଇଦେବା କଥା କହିଥିବା ବେଳେ ଧାରଣାରତ ସ୍ବାସ୍ଥ୍ୟ କର୍ମିଙ୍କୁ ତାହା ଗ୍ରହଣ କରିନାହାନ୍ତି । ବକେୟାଥିବା ଦରମା ସହ ପୁନଃ ନିଯୁକ୍ତି ଦାବି ନେଇ ଧାରଣା ରେ କୋଭିଡ କେୟାର ହୋମରେ ନିଯୁକ୍ତି ପାଇଥିବା ବସିଛନ୍ତି ସ୍ବାସ୍ଥ୍ୟ କର୍ମୀ।#ArgusNews #Odisha #Mayurbhanj #ANM_Workers #Protest