ରାଜ୍ୟରେ କରୋନା ର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ରାଜ୍ୟରେ ଆଗକୁ ଆହୁରି ସଂକ୍ରମଣ ବଢ଼ିପାରେ । ୟୁକେ ଷ୍ଟ୍ରେନ ତୁଳନାରେ ନୁଆ ଭାରତୀୟ ଷ୍ଟ୍ରେନ ଅଧିକ ବିପଦ । ତେଣୁ ସତର୍କ ରହିବା ସହ ଭ୍ୟାକସିନ ନେବା ଦରକାର କହିଲେ ଡାକ୍ତର ନିରୋଜ ମିଶ୍ର...
#ArgusNews #Odisha #Corona #coronaguidelines #coronastrain