ମହାବିଦ୍ୟାଳୟରେ ଶୁଭୁଛି ଆହେ ଦୟାମୟ ବିଶ୍ୱ ବିହାରୀ । ସାଧାରଣତଃ ସ୍କୁଲରେ କେବଳ ଏହି ଗୀତ ଗାନ କରିବାର ଦେଖାଯାଇଥିବାବେଳେ ମାଲକାନଗିରି ମହାବିଦ୍ୟାଳୟରେ କିନ୍ତୁ ଏହି ଗୀତ ନିୟମିତ ଗାନ କରାଯାଏ । ଏଠାରେ ନିତିଦିନ ସକାଳୁ ପଢା ଆରମ୍ଭ ହେବା ପୂବର୍ରୁ ଶୁଭିଥାଏ ଆହେ ଦୟାମୟ ବିଶ୍ୱ ବିହାରୀ ପ୍ରାର୍ଥନାର ସ୍ୱର । ଆଧୁନିକ ଯୁଗରେ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ନିଆରା ପ୍ରୟାସ....
#ArgusNews #Odisha #Malkangiri #College #Prayer