ଯୁଆଡେ ଦେଖିଲେ ନିଆଁ । ନିଆଁର ଆଁରେ ଜଳିଗଲା ଜୀବିକା । ଢେଙ୍କାନାଳରେ ଆଖୁ କିଆରୀରେ, ରାୟଗଡାରେ ମୁଡି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ କେଉଁଠି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ତ ଆଉ କେଉଁଠି ଜୀବିକା ଛଡାଇ ନେଇଛି । ଏପଟେ ଜୀବିକା ହରାଇ ଚିନ୍ତାରେ ବିପନ୍ନ....
#ArgusNews #Odisha #Fire #Mishap