ଆଗରୁ ପ୍ରସଂଶକମାନେ ପରଦାରେ ଦେଖୁଥିଲେ ସବ୍ୟର୍ଚ୍ଚିତାଙ୍କ ଡେଟିଂ ଓ ଇଟିଂର ଅନେକ ଦୃଶ୍ୟ । ଏବେ ପରଦା ବାହାରେ ଏହି ଷ୍ଟାର ନବ ଦମ୍ପତ୍ତିଙ୍କୁ ନେଇ ଅନେକ ଚର୍ଚ୍ଚା । ଏବେ ପୁଣି ଥରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପ୍ରସଂଶକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି...
#ArgusNews #Odisha #Sabyarchita Sabyasachi Mishra Archita Sahu #Social_Media #Icecream