ବର୍ଷେ କି 2 ବର୍ଷ ନୁହେଁ । ଦୀର୍ଘ 20 ବର୍ଷ ଧରି ଶିକୁଳିରେ ବନ୍ଧା ଜୀବନ । ମାନସିକ ରୋଗରେ ଆକ୍ରାନ୍ତ ହୋଇ ବନ୍ଦୀ ଜୀବନଯାପନ କରୁଛନ୍ତି ପଦ୍ମିନୀ । ଆଉ ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାନ୍ତି ଅଭାବୀ ବାପା ମା । ଅନୁଗୋଳ ଜିଲ୍ଲା କଣିହାଁରୁ ଦେଖନ୍ତୁ ଏହି ରିପୋର୍ଟ....
#ArgusNews #Odisha #Angul #Asahaya