ସୁବର୍ଣ୍ଣପୁର ଜିଲ୍ଲାରେ ସୂତାକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଜୋର ଧରିଛି ଦାବି । କଞ୍ଚାମାଲ ଅଭାବରୁ ବନ୍ଦ ରହିଛି ସୂତାକଳ... କୋଟି କୋଟି ଟଙ୍କାର ମେସିନ ଖତ ଖାଉଥିବାବେଳେ ଅନେକ ବେରୋଜଗାର ହୋଇଛନ୍ତି । ଦୀର୍ଘ ଦିନ ହେଲା ସୂତାକଳରେ ତାଲା ଝୁଲୁଥିବାବେଳେ ଘରେ ବସିଥିବା ଶ୍ରମିକ ଏବେ ଏହାକୁ ଚାଲୁ କରିବାକୁ ଦାବି କରିଛନ୍ତି .....
#ArgusNews #Subarnapur #Rawmill #Strick
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app