ପୁରୀ କାକଟପୁର ଜଳେଶ୍ୱରପଡ଼ା କରୁଣା ଗାଁର ମୁରଲୀ ଜେନାଙ୍କ ଗୁହାଳରେ ହଠାତ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା...ଗୁହାଳରେ ଥିବା 7ଟି ଗାଇ ଜୀଅନ୍ତା ଜଳିଯାଇଛନ୍ତି...ପରେ ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି...
#ArgusNews #Odisha #Kakatpur #Fire