ଅଧା ନାଟକରୁ ଛାଡିଗଲେ ନାଟୁ ବାବୁ । ହଁ ଆମେ କହୁଛୁ, ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ କଥା । ଦୀର୍ଘ 35 ବର୍ଷର ରାଜନୈତିକ କ୍ୟାରିଅରରେ ଅନେକ ଝଡଝଞ୍ଜା ଆସିଛି । କିନ୍ତୁ ଏହାଭିତରେ ଏମିତି କୌଣସି ଦିନ ନାହିଁ ଯେଉଁଦିନ ଫାର୍ମ ହାଉସରେ ନାଟୁ ବାବୁଙ୍କ ପାଦ ପଡିନାହିଁ । କିନ୍ତୁ ଆଜିକୁ 4 ଦିନ ହେଲାଣି ଖାଁ ଖାଁ ଫାର୍ମ ହାଉସ ....
#ArgusNews #PradipMoharathy #FarmHouse