ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ଅନ୍ତର୍ଗତ ରଗଦା ଖରଖରି ଗ୍ରାମରେ ଲୋକ ପାଣି ପାଇଁ ନାହିଁ ନଥିବା ହଇରାଣ ହୋଉଛନ୍ତି। ଦୀର୍ଘ ବର୍ଷ ହେଲା କୈାଣସି ପାଣି ସୁବିଧା ନଥିବାରୁ ଲୋକ ଚୁଆ ପାଣିର ଆଶ୍ରୟ ନେଉଛନ୍ତି। ତଥାପି ସରକାର କୈାଣସି ପଦକ୍ଷେପ ନେଇନାହିଁ....#ArgusNews #Odisha #Jajpur #Water_Problem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-