ଲକଡାଉନରେ ଲୋକଙ୍କୁ ଠକିବାକୁ ସାଇବର ଠକଙ୍କ ନୂଆ ନୂଆ ତରିକା । ଅକ୍ସିମିଟର୍ ଜରିଆରେ ଲୋକଙ୍କୁ ଠକି ଫୋନରୁ ତଥ୍ୟ ଚୋରି କରୁଛନ୍ତି ଠକ୍ । ଆପ୍ ନେଇ ଏକ ଲିଙ୍କ୍ ଆସୁଛି । ଯଦି ଆପଣ ସେହି ଆପକୁ ଡାଉନଲୋଡ୍ କରୁଛନ୍ତି ତାହେଲେ ସାଙ୍ଗେ ସାଙ୍ଗେ ଫୋନରେ ଗ୍ୟାରେଲୀଠାରୁ ଆରମ୍ଭ କରି କଣ୍ଟାକ୍ଟ ପର୍ଯ୍ୟନ୍ତ ସବୁକିଛି ଚୋରି ହୋଇଯାଉଛି ....
#TheArgus #LockDown #CyberCrime #Oxymeter #MobileAPP