କିଏ ସତ କହୁଛିନ୍ତି ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ସୁଲୋଚନା ଦାସ ନା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା.....ଖୋଦ୍ ଆୟୋଗର ଅଧ୍ୟକ୍ଷା କହୁଛନ୍ତି ରାଜ୍ୟ ଲୋକସେବାଭବନ ଦିବ୍ୟାଙ୍ଗ ଫ୍ରେଣ୍ଡଲି ନୁହେଁ....କିନ୍ତୁ ମନ୍ତ୍ରୀ କହୁଛନ୍ତି ସମସ୍ତ ବ୍ୟବସ୍ଥା କରିଛୁ.....ତାହାହେଲେ କିଏ ସତ କହୁଛି ଏହାକୁ ନେଇ ଉଠିଛି ପ୍ରଶ୍ନ....
#ArgusNews #Odisha #handicaped
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app