ସରକାରୀ ନିୟମକୁ ମାନୁନାହାନ୍ତି ସରକାରୀ ବାବୁ
ଏ ହେଉଛି ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ। ଦିନ 8ଟା ଯାଏଁ ସରକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା। ଏଥିପାଇଁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି...
#ArgusNews #Odisha #Basudevpur #BDO #Office