ବିଜେଡିର କଳିରେ ତାଳି ପକା ଉଦ୍ୟମ । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଏକାଠି ବସାଇ ଦଳର ନେତାଙ୍କୁ ପର୍ଯ୍ୟବେକ୍ଷକ ପ୍ରତାପ ଜେନା କରିଲେ ସାମ୍ବାଦିକ ସମ୍ମିଳନୀ । ଆଉ ଦଳରେ କୌଣସି ଅସନ୍ତୋଷ ନଥିବା କଥା ପ୍ରକାଶ କଲେ । ବିଜେଡି ସାମ୍ବାଦିକ ସମ୍ମିଳନୀ କଲା ଆଉ ଉପସ୍ଥିତ ରହିଲେ ଜୀବନ ପ୍ରଦୀପ ଓ ରବିନ୍ଦ୍ର । ଆଉ କହିଲେ ଆମ ଭିତରେ କିଛି ନଥିଲା........
#ArgusNews #Odisha #Balasore #By_Election #BJD