ବିଧାନସଭାରେ ଆଜି ରାଜ୍ୟପାଳଙ୍କ ଅଭିଭାଷଣରେ ସମ୍ବେଦନଶୀଳ ଘଟଣା ବିଷୟରେ କିଛି ବି ଲେଖାଯାଇନାହିଁ ...ସରକାରୀ କଳରେ ସରକାରୀ ପଇସାରେ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି...ଗୃହରେ କେତେଥର ସେ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି : ବିଧାୟକ ଦଳର ନେତା ନରସିଂହ ମିଶ୍ର
#ArgusNews #Assembly #NarasinghaMishra
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app